#ଶୈଶବରେ_ଦାରୁଣ_ଦୁଃଖ !
ଶୈଶବ ଅବସ୍ଥାରେ ଦଇବର ଦାରୁଣ ଦୁଃଖ । ବହି ଖାତା ଧରି ସ୍କୁଲ ବେଞ୍ଚରେ ବସି ପାଠ ପଢିବା ବଦଳରେ ଦିନ ରାତି ବିଛଣାରେ କଟୁଛି ଜୀବନ । ଟଙ୍କା ନଥିବାରୁ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଏ ହେଉଛନ୍ତି ଢ଼େଙ୍କାନାଳ ଜିଲ୍ଲା ଭୁବନ ଏନ୍ ଏ ସି ଦୁଇ ନମ୍ବର ୱାର୍ଡ ନୂଆ କୁମରଦ ଗ୍ରାମର ମଦନ ଦେହୁରୀ ଓ ଗୋଲାପ ଦେହୁରୀଙ୍କ ପୁତ୍ର ଟିକି ଦେହୁରୀ
#ArgusNews #Dhenkanal #Tikidehury #NeedHelp #Treatment #Oidsha