ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥ ବଡଝରା ଗାଁ ନିକଟରେ ଓଲଟିଲା ଶ୍ରମିକ ବୋଝେଇ ଟ୍ରକ । ଦୁର୍ଘଟଣାରେ ୨୦ ଜଣ ଶ୍ରମିକ ଆହତ ହୋଇଥିବା ବେଳେ, ୫ ଜଣ ଗୁରୁତର ଆହତ ହୋଇଛନ୍ତି ।
#Dhenkanal #Truckaccident #workersinjured #Odisha #ArgusNews