ଆବାସ ତାଲିକାକୁ ନେଇ ଅସନ୍ତୋଷ !
ଢ଼େଙ୍କାନାଳ ଜିଲ୍ଲାରେ ଆବାସ ତାଲିକାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି । ତାଲିକାକୁ ନେଇ ବିଭିନ୍ନ ବ୍ଲକ୍ ଅଫିସ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲାଗିଲାଣି ଲମ୍ବା ଭିଡ଼ । ଯୋଗ୍ୟଙ୍କୁ ବାଦ ଓ ଅଯୋଗ୍ୟଙ୍କୁ ସାମିଲ ନେଇ ଲୋକଙ୍କ କ୍ଷୋଭ
#ArgusNews #Dhenkanal #AwasScam #Peopleprotest #Odisha