#କିଏ_ଯିବ_ରାଜ୍ୟସଭା ?
#କାହାକୁ_ବାଛିବେ_ମୁଖ୍ୟମନ୍ତ୍ରୀ ?
କାହିଁକି ବାରମ୍ବାର ସୁପ୍ରିମୋଙ୍କ ପ୍ରତିଶ୍ରୁତିକୁ ମନେପକାଉଛନ୍ତି ଦଳର ଦୁଇ ବରିଷ୍ଠ ନେତା ? ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜ୍ୟରେ ବର୍ତ୍ତମାନ ଦୁଇ ବରିଷ୍ଠ ବିଜେଡି ନେତାଙ୍କ ବୟାନକୁ ନେଇ ଚର୍ଚ୍ଚା। କାହାକୁ ମିଳିବ ଟିକେଟ, କିଏ ହାତେଇବ ରାଜ୍ୟସଭା ସିଟ୍। ଦେଖନ୍ତୁ ଏହି ରିପୋର୍ଟ…।
#RajyaSabha #bjd #NaveenPatnaik #RajyaSabhaTicket #Odisha #ArgusNews