ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରଥମଥର ଡିଜିଟାଲ ଦର୍ଶନ ସୁଯୋଗ ଆଣିଛି ଆଶୀର୍ବାଦ ଅଟା। ବିଶାଳ ରଥଯାତ୍ରା ପର୍ବର ଅନୁଭୂତି ଦେବା ପାଇଁ କମ୍ପାନୀ ପକ୍ଷରୁ ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରାଯାଇଛି।
#Puri #RathYatra #ashirbadatta #digitaldarsha #Odisha #ArgusNews