ଭାରତର ପୂର୍ବତନ ହକି ଅଧିନାୟକ ତଥା ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କ କ୍ୟାରିୟର ଉପରେ ଏକ ଦୁଇ ଦିନିଆ ପ୍ରଦର୍ଶନୀ କାର୍ଯ୍ୟକ୍ରମ ରାଜଧାନୀ ଭୁବନେଶ୍ୱରର ଜୟଦେବ ଭବନରେ ଆରମ୍ଭ ହୋଇଯାଇଛି। ଏଥିରେ ଦିଲ୍ଲୀପ ତିର୍କୀଙ୍କ ହକି ଖେଳାଳି ଭାବେ ଯାତ୍ରାକୁ ବିଭିନ୍ନ ଫଟୋ ମାଧ୍ୟମରେ ଚିତ୍ରିତ କରାଯାଇଛି....।
#ArgusNews #DilipTricky #carrier #photoexhibition #Bhubaneswar #Odisha