#ଦିବ୍ୟାଙ୍ଗ_ହୋଇ_ବି_ସକ୍ଷମ
ପରିଶ୍ରମ କରି ସ୍ୱାଭିମାନର ସହ ବଞ୍ଚିବାର ପଣ କରିଛନ୍ତି ଭୁବନେଶ୍ୱର କୁଜୁଡାଘାଇ ପାଟଣାର ବାସିନ୍ଦା ରବି ନାରାୟଣ ଖଟୁଆ। ପିଲାଙ୍କୁ ପାଠ ପଢାଇ କରୁଛନ୍ତି ପରିବାର ପ୍ରତିପୋଷଣ....।
#ArgusNews #Bhubaneswar #tutionteacher #disabled #students #dignity #Odisha