#ଦୁର୍ଦ୍ଦିନରେ_ବିଚ୍ଛିନ୍ନାଞ୍ଚଳବାସୀ
ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଳକ ଅନ୍ତର୍ଗତ ପାକଟିଆ ପଞ୍ଚାୟତର ସିଙ୍ଗିମାରା ବିଚ୍ଛିନ୍ନାଞ୍ଚଳର ମାଝୀସାହି ଗାଁ । ଏଠାରେ ୧୬ ଆଦିବାସୀ ପରିବାର ବାସ କରନ୍ତି, ମାତ୍ର ଯିବା ଆସିବା ପାଇଁ ଗାଁକୁ ନା ରାସ୍ତାଟିଏ ଅଛି ନା କାହାରିକୁ ଘର ମିଳିଛି । ସମସ୍ତ ପ୍ରକାର ସରକାରୀ ଯୋଜାନରୁ ଗ୍ରାମବାସୀ ବଞ୍ଚିତ ।
#suliapada #Block #paktia #majhisahi #Mayurbhanj #Govtdevelopment #developmentissue #Odisha #ArgusNews