ଜନ୍ମମାଟିରେ ଉତ୍କଳମଣୀଙ୍କ ପରିବାରଙ୍କୁ ହତାଦର !
2 ଘଣ୍ଟ ଛିଡ଼ା ହୋଇ ଫେରିଗଲେ 90 ବର୍ଷୀୟା ଲୀଳାବତୀ । ସ୍ମାରକୀ ଲୋକର୍ପଣ କାର୍ଯ୍ୟକ୍ରମରେ ଉତ୍କଳମଣୀଙ୍କ ପରିବାରକୁ ହତାଦର। ଗୋପବନ୍ଧୁଙ୍କ ଅଣ ନାତୁଣୀ ଓ 90 ବର୍ଷୀୟା ନାତୁଣୀ ବୋହୁଙ୍କୁ ନିଜ ଗାଁରେ ପୁରାରେ ଦେଲାନି ପୋଲିସ
#ArgusNews #Puri #Suando #FreedomFighter #GopabandhuDas #Relative #Disrespect #Odisha