#ନୂଆଖାଇ_ଛୁଟିରେ_ଅସଙ୍ଗତିକୁ_ନେଇ_ଅସନ୍ତୋଷ
#ନୂଆଖାଇ_ବାସୀ_ବଢାଇଲା_ଚିନ୍ତା
ଏକକ ଛୁଟି ବ୍ୟବସ୍ଥା ହୋଇନଥିବାରୁ ଲକ୍ଷାଧିକ ସରକାରୀ କର୍ମଚାରୀ ହଇରାଣ ହେବେ । ନୂଆଖାଇ ବାସୀ ଛୁଟି ଘୋଷଣା ନହେବାରୁ ବିବାଦ ତେଜିଛି ।
#nuakhai2022 #tiharbela #nuakhaijuhar #westernodisha #nuakhaibhetghat #NuakhaiControversy #odisha #ArgusNews