#ଗ୍ରୀଷ୍ମ_ଛୁଟି_ଅସନ୍ତୋଷ
ଉଚ୍ଚ ଶିକ୍ଷା ବିଭାଗ ୧୬ ଦିନିଆ ଛୁଟି ଘୋଷଣା କରିଥିବାବେଳେ ଗଣ ଶିକ୍ଷା ବିଭାଗର ମାତ୍ର ୧୧ ଦିନିଆ ଛୁଟି ଘୋଷଣାକୁ ନେଇ ତୀବ୍ର ସମାଲୋଚନା । ବ୍ୟାଗ ବୋଝକୁ ଖରା ତାତି କେମିତି ସହିବେ ଛାତ୍ରଛାତ୍ରୀ । ତାକୁ ନେଇ ହେଉଛି ଚର୍ଚ୍ଚା ।
#summer #vacation #schools #student #odisha #ArgusNews