#ଚାରିଆଡ଼ୁ_ତେଜୁଛି_ଜିଲ୍ଲା_ଦାବି_ନିଆଁ
#ଅଠାକାଠିରେ_ରାଜ୍ୟ_ସରକାର
ରାଜ୍ୟ ସରକାରଙ୍କ ତଣ୍ଟିରେ ପଦମପୁର ଜିଲ୍ଲା ମାନ୍ୟତା ପ୍ରତିଶ୍ରୁତିର କଣ୍ଟା । ପଦମପୁରକୁ ନୂଆ ଜିଲ୍ଲା ମାନ୍ୟତା ପ୍ରତିଶ୍ରୁତି ପରେ ଏହି ତାଲିରେ ଯୋଡୁଛି ଗୋଟିଏ ପରେ ଗୋଟିଏ ନାଁ । ଏହି କ୍ରମରେ ଆନନ୍ଦପୁରକୁ ଜିଲ୍ଲା ମାନ୍ୟତା ଦାବି ଜୋର ଧରିଛି । ସହରରୁ ଗାଁ ସବୁଠି ସ୍ବର ଉଠିଛି ।
#ArgusNews #districtdemand #OdishaGovt #protest #Demand #commitment #Odisha