ଅସହାୟ ଅବସ୍ଥାରେ ଦିବ୍ୟାଙ୍ଗ ପରିବାର
ନୟାଗଡ଼ ସଦର ବ୍ଲକ ଅନ୍ତର୍ଗତ ସିପାହୀ ଅସୁରଢ଼ୀପା ଗ୍ରାମରେ ଗ୍ରାମର ସନାତନ ବେହେରା ଅସହାୟ ଅବସ୍ଥାରେ ଦିନ କାଟୁଥିବା ବେଳେ ବାରମ୍ବାର ଗୁହାରି ପରେବି ସନାତନଙ୍କ ପାଇଁ ସରକାରୀ ସହାୟତା ପାଲଟିଛି ସାତ ସପନ।
#ArgusNews #Divyang #governmentscheme #needhelp #Nayagarh #Odisha