ପାଠ ପଢ଼ିବି ଆଉ ବଡ଼ ହେଲେ ଆଇ.ଏ.ଏସ. ଅଫିସର ହେବି l ଏମିତି କିଛି ସ୍ବପ୍ନ ଦେଖିଛନ୍ତି ଉଷାରାଣୀ l ହେଲେ ଏସବୁ ଭିତରେ ବାଧା ହେଇ ଛିଡା ହେଇଛି ପରିବାରର ଆର୍ଥିକ ଅନାଟନ ଆଉ ତାଙ୍କର ଶାରୀରିକ ଅକ୍ଷମତା l ଛୋଟବେଳୁ ତାଙ୍କର ଗୋଡ ୨ଟି ଖରାପ l ତଥାପି ତାଙ୍କ ବାପା ହରେକୃଷ୍ଣ ଝିଅ ଭଲ ପାଠ ପଡୁଥିବାରୁ ଆର୍ଥିକ ବାଧା ସତ୍ତ୍ୱେ ଉଷାଙ୍କ ପାଠ ପଢା ଜାରି ରଖିଛନ୍ତି ।
#ArgusNews #Kendrapara #Mahakalapada #Divyang #iasdreams #Odisha