ଦୁଇ ଦିନ ପରେ ଆଲୋକର ପର୍ବ ଦୀପାବଳୀ । ଦୀପାବଳିରେ ଆବଶ୍ୟକ ପଡିଥାଏ ମାଟିର ଦୀପ । ଏଥି ପାଇଁ ଚଳ ଚଂଚଳ ହୋଇ ପଡିଛି କୁମ୍ଭାରଶାଳା । ଦିର୍ଘ ଦୁଇ ବର୍ଷ କରୋନା କଟକଣା ଯୋଗୁଁ କୁମ୍ଭକାର ସଂପ୍ରଦାୟର ଲୋକେ ପରିବାର ଚଳାଇବା କଷ୍ଟକର ହୋଇ ପଡିଥିବାବେଳେ ଏବର୍ଷ ଭଲ ବ୍ୟବଶାୟ ଆଶା ରଖିଛନ୍ତି ।
#Diwali #Diwali2022 #pottery #diya #lighting #subarnapur