ଭୁବନେଶ୍ୱର ସ୍ଥିତ ଵିନୋଦ ବିହାରୀ ଚୌଧୁରୀ ବା ବିବିସି ବଧିର ଅନୁଷ୍ଠାନ ପକ୍ଷରୁ ପିଲାଙ୍କ ପାଇଁ ଗୁରୁବାର ସନ୍ଧ୍ୟାରେ ଆୟୋଜନ କରାଯାଇଥିଲା ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଯାହାର ନାଁ ହେଲା ' ଏକ ଅନୋଖା ଦିୱାଲି ଅନୋଖା ବଚୋକେ ସାଥ। ଇ-ଥ୍ରୀ ଚାରିଟେବୁଲ ସଂସ୍ଥା ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
#E3CharitableTrust #Specialprogram #Diwaliprogram #Bhubaneswar #Odisha #ArgusNews