#ଟ୍ରାଙ୍ଗୁଲାର_ଲଭ୍_ଷ୍ଟୋରୀରୁ_ଡେଥ_ମିଷ୍ଟ୍ରି
#DJ_ଆଜେସ୍କଙ୍କ_ମୃତ୍ୟୁ_ମୃତ୍ୟୁ_ପଛରେ_ସୁନ୍ଦରୀ_ପ୍ରେମିକା
ଖୁବଶୀଘ୍ର ଥାନାକୁ ଡ଼କରା ହୋଇପାରନ୍ତି ଡିଜେ ଆଯେକ୍ସଙ୍କ ପ୍ରେମିକା। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଆଜେକ୍ସଙ୍କ ପ୍ରେମିକାଙ୍କୁ ଡାକିବ ଖାରବେଳନଗର ଥାନା ପୋଲିସ। ଆଇପିସିର ଧାରା 306 ଓ 34ରେ ମାମଲା ରୁଜୁ କଲା ପୋଲିସ...।
#ArgusNews #DJAzex #DJAzexDeathCase #girlfriend #investigation #Complaint #Bhubaneswar #Odisha