ଆଜି ପବିତ୍ର ଦୋଳପୂର୍ଣ୍ଣିମା । ଦୋଳବେଦୀରେ ଫଗୁ ଖେଳିବେ ଦୋଳଗୋବିନ୍ଦ । ଦୋଳ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ ଶ୍ରୀ ଦେବୀ ଓ ଭୁଦେବୀଙ୍କ ସହ ମଣି ବିମାନରେ ବିଜେ କରିବେ ଦୋଳବେଦୀକୁ। ସେଠାରେ ଭକ୍ତ ଓ ସେବାୟତଙ୍କ ସହ ମିଶି ଖେଳିବେ ଫଗୁ ଓ ଅବିର...।
#ArgusNews #DolaPurnima #devotees #Puri #Odisha