#ମୁଁ_ଜଣେ_ଗରିବ_ହେଲେ_ମୁଁ_ଡାକ୍ତର_ହେବି !
ଡାକ୍ତରୀ ପାଠ ପଢିବା ପାଇଁ ପାଖରେ ଅର୍ଥ ନାହିଁ । ମତେ ସରକାର ସାହାର୍ଯ୍ୟ କର । ଇଏ ହେଉଛି ଚଳିତ ବର୍ଷ ନିଟ୍ ପରୀକ୍ଷାରେ ଉତିନ୍ନ ହୋଇଥିବା ପୁରୀ ଜିଲ୍ଲା କଣାସ ବ୍ଲକ ତେଲଙ୍ଗାପଡା ଗ୍ରାମର ବୈକୁଣ୍ଠ ସେଠୀଙ୍କ ଅର୍ଥ ସଙ୍କଟର ଦୁଖଃ କାହାଣୀ
#ArgusNews #Puri #Kanasa #Student #medicalstudent #OdishaGovt