#ଶେଷରେ_ଭଗବାନଙ୍କୁ_ବି_ଚୁନ_ଲାଗାଇଲା_ଚୋର
କଟକ ବାରବାଟୀ ଦୁର୍ଗ ସ୍ଥିତ ବାବା ବୁଖାରୀଙ୍କ ପୀଠରୁ ଦାନ ବାକ୍ସ ଚୋରି କରୁଥିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କୈଦ୍ ହୋଇଛି । ଦୁଇ ଦିନ ତଳେ ବିଳମ୍ବିତ ରାତିରେ ବାବାଙ୍କ ପୀଠରେ ପଶି ଦାନ ବାକ୍ସ ଚୋରୀ ହୋଇଥିଲା।
#ArgusNews #ArgusNewsTV #Odisha #chori #THEFT