ଡଟ୍ ଫେଷ୍ଟର ସପ୍ତମ ଦିନରେ ନାଚିଲା, ଗାଇଲା ଝୁମିଲା ଭୁବନେଶ୍ବର । ଓଲିଉଡ ବଲିଉଡ୍ ଗୀତର ଜଲଓ୍ବା ଦେଖାଇଲେ କଳାକାର । ବଲିଉଡ୍ ସିଙ୍ଗର ଅମିତ୍ ତ୍ରୀବେଦୀଙ୍କ ପଞ୍ଜାବୀ ଠୁମ୍କା ଖଚାଖଚ ଦର୍ଶକଙ୍କୁ ବେଶ୍ ମତୁଆଲା କଲା.....।
#ArgusNews #dotFEST #dotfestbhubaneswar #dotfest23 #hockeyworldcup #hockeyworldcup2023 #Odisha