#କେବଳ_ପ୍ରଚାର_ପ୍ରସାରରେ_ସୀମିତ_କି_ଡଟ୍_ଫେଷ୍ଟ ?
ପ୍ରସ୍ତୁତି ଜୋରଦାର, ଫଳ ଓଲଟା । ଦେୟମୁକ୍ତ ପ୍ରବେଶ ପରେ ବି ସିଟ୍ ଫାଙ୍କା । ପାସ ବଣ୍ଟନରେ ହେଉଛି କି ଅନିୟମିତତା ଏବେ ତାକୁ ନେଇ ସୃଷ୍ଟି ହୋଇଛି ସନ୍ଦେହ ? ରାତିସାରା ସମସ୍ତେ ଅନିଦ୍ରା, କିନ୍ତୁ ସକାଳୁ ମୁଗୁରା ପଛ ମେଲା । ଆମେ ଏଥିପାଇଁ ଏହି କଥା କହୁଛୁ, କାରଣ ପଦାରେ ପଡିଛି ଡଟ୍ ଫେଷ୍ଟର ପ୍ରଚାର ପଛର ମିଛ ।
#ArgusNews #dotFEST #dotfestbhubaneswar #dotfest2023 #Odisha