#ଆଜି_ସନ୍ଧ୍ୟାରୁ_ଝୁମିବ_ରାଜଧାନୀ
୯୦ ଦଶକର ସୁପରହିଟ୍ ସଙ୍ଗରେ ମତୁଆଲା ହେବେ ଭୁବନେଶ୍ବରବାସୀ । କାରଣ ଡପ୍ ଫେଷ୍ଟକୁ ଆସୁଛନ୍ତି ୯୦ ଦଶକର ଲଭ୍ ବାର୍ଡ କୁହାଯାଉଥିବା ବଲିଉଡ଼ ସିଙ୍ଗର ଉଦିତ ନାରାୟଣ ଏବଂ ଅଲକା ୟାଗ୍ନୀ ।
#ArgusNews #dotfest #program #Bhubaneswar #bollywoodsingers #UditNarayan #AlkaYagni