ବିଶେଷ ଭାବେ ପବିତ୍ର ମୋହନ ଜନ କଲ୍ୟାଣ ପରିଷଦ ପକ୍ଷରୁ ତାଳଚେର ଗୋପାଳପ୍ରସାଦ ସ୍ଥିତ ମା ହିଙ୍ଗୁଳାଙ୍କ ପୀଠରେ ବହୁ ସଂଖ୍ୟାରେ ପରିଷଦର କାର୍ଯ୍ୟକର୍ତାଙ୍କ ସମେତ ବିଜେପି ନେତୃମଣ୍ଡଳୀ ଓ କାର୍ଯ୍ୟକର୍ତା ପହଞ୍ଚି ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଦୀର୍ଘ ଜୀବନ ତଥା ଉତୋରତର କାମନା କରି ସମୂହ ପୂଜାର୍ଚ୍ଚନା ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ।
#DPbirthcelebration #DharmendraPradhan #Maahingula #Worship #Talcher #Odisha #ArgusNews