ରାସ୍ତା ଉପରେ ଚାଲୁଛେ ଡ୍ରେନ୍ ପାଣି। ମଏଲା ସାଙ୍ଗକେ କାଦୋ ପାଏନ୍ ଜମି ରହିଛେ । ଆର୍ ସେନୁ ଗନ୍ଧ ବାହାରିକି ପରିବେଶକୁ ନଷ୍ଟ କରୁଛେ। ଇ ଚିତ୍ର ଆସିଛେ ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ତୁକୁଲା ଗାଁର ଫୁଣାପଡ଼ାନୁ । ବଛର୍ ତମାମ୍ ଏନ୍ତା ପାଣି ଜମି ରହୁଥିବାବେଳେ ପ୍ରଶାସନ କାନେ ଇମାନକର୍ ଗୁହାରି ନାଇଁ ପଡବାର୍ ।
#Nuapada #Khadiala #drainagesystem #Drainageproblems #Odisha #ArgusNews