ଟିଏମସି ନେତାଙ୍କ ରାଷ୍ଟ୍ରପତିଙ୍କ ପ୍ରତି ଅପମାନ ସୂଚକ ମନ୍ତବ୍ୟ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା। ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଳ ଗିରିଙ୍କ ନାଁରେ ଏଫଆଇଆର ଦେଇଛି ବିଜେପି ଏସଟି ମୋର୍ଚ୍ଚା...।
#Bhubaneswar #TMC #DraupadiMurmu #derogatorycomments #CapitalPoliceStation #Odisha #ArgusNews