#ଓଡ଼ିଶା_ଆସୁଛନ୍ତି_ଦ୍ରୌପଦୀ_ମୁର୍ମୁ
#ରାଷ୍ଟ୍ରପତି_ନିର୍ବାଚନ_ପାଇଁ_ଓଡ଼ିଶାର_ବିଧାୟକ_ଓ_ସାଂସଦମାନଙ୍କୁ_ଭେଟି_କରିବେ_ଭୋଟ୍_ଭିକ୍ଷା
ଓଡ଼ିଶା ଆସୁଛନ୍ତି ଦ୍ରୌପଦୀ ମୁର୍ମୁ । ୮ ତାରିଖରେ ଏନିଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସିବେ । ରାଷ୍ଟ୍ରପତି ନିର୍ବାଚନ ପାଇଁ ଓଡ଼ିଶାର ବିଧାୟକ ଓ ସାଂସଦମାନଙ୍କୁ ଭେଟି ଭୋଟ୍ ଭିକ୍ଷା କରିବେ ଦ୍ରୌପଦୀ
#NDA #DraupadiMurmu #Odisha #ArgusNews