ମଦ୍ୟପ ଯୁବକଙ୍କ ଉତ୍ପାତ। ରାସ୍ତା ଉପରେ ବସ ପାଇଁ ଅପେକ୍ଷାରେ ଥିବା ଯାତ୍ରୀ ଉପରେ ଚଳେଇ ଦେଲେ କାର। ମହିଳା ଗୁରୁତର। ସ୍ଥାନୀୟ ଘରୋଇ ହସ୍ପିଟାଲରେ ଗୁରୁତର ମହିଳା ଭର୍ତ୍ତି। କଟକ ସତିଚୌରା ଟ୍ରାଫିକ ଛକରେ ଘଟିଛି ଏହି ଘଟଣା...।
#ArgusNews #drinkanddrive #CarAccident #cuttack #Odisha