ପିଇବା ପାଣି ସମସ୍ୟା ର ସମାଧାନ ପାଇଁ ମିଳିଲା ପ୍ରତିଶୃତି, ବିଭାଗୀୟ ଅଧିକାରୀଙ୍କ ଭରସାରେ ବିତିଗଲା 7 ଦିନ ହେଲେ ଏବେ ବି ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ। ଆଜି କିନ୍ତୁ ସମସ୍ୟାର ସ୍ଥାୟୀ ସମାଧାନ ନ ହେଲେ ରାସ୍ତାରୁ ହଟିବୁ ନାହିଁ ଏଭଳି କହି ବେହେରାଗୁଡା ଛକ ମୁଖ୍ୟ ରାସ୍ତାରେ ହଣ୍ଡା ଡେକେଚି ଧରି ପୁଣି ଦ୍ୱିତୀୟ ଥର ପାଇଁ ରାସ୍ତା ଅବରୋଧ କରିଥିଲେ ବେହେରାଗୁଡା ଗ୍ରାମବାସୀ....।
#ArgusNews #Drinkingwaterproblem #protest #Nabarangpur #Odisha