ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡି ଭିଡିଓ ଉତ୍ତୋଳନ ପ୍ରସଙ୍ଗ । ଘଟଣାକୁ ନେଇ କ୍ଷମା ମାଗିଲେ ୟୁଟୁବର୍ ଅନିମେଶ୍ । ଭିଡ଼ିଓକୁ ନିଜ ଚ୍ୟାନେଲରେ ଅପଲୋଡ଼ କରିବା ସହ ପ୍ରତିଟି ଆଙ୍ଗେଲ୍ ପିଛା ଦାବି କରିଥିଲେ ୨୦ହଜାର ଟଙ୍କା । ଡ୍ରୋନ୍ ଉଡାଇବାରେ ସହଯୋଗ ପାଇଁ ଓଡ଼ିଶା ପୋଲିସକୁ ଦେଇଥିଲେ ସହାୟତା ।
#ArgusNews #Puri #Srimandir #drone #YouTuber #uploadedvideo #apologized #Odisha