ଗଣେଶ ପୂଜାରେ ଅଘଟଣ । ନଦୀରେ ଭାସି ଯାଇ ଜଣେ ମୃତ, ଏବେ ବି ଅନ୍ୟ ଜଣେ ନିଖୋଜ । ସ୍କୁଲକୁ ଯାଉଛୁ ବୋଲି କହି ନଈରେ ଗାଧୋଇବା ବେଳେ ଭାସି ଯାଇଥିଲେ ୫ ସାଙ୍ଗ । ୩ ଜଣଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର ହୋଇଥିବା ବେଳେ ସନ୍ଧ୍ୟା ସମୟରେ ୨ ନିଖୋଜଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏବେ ବି ଅନ୍ୟଜଣେ ନିଖୋଜ ଅଛନ୍ତି ।
#Cuttack #kuakhai #Drowning #missing #SearchOperation #Odisha #ArgusNews