ଖୋର୍ଦ୍ଧା ଜଟଣୀ ଅଞ୍ଚଳରେ ରାସ୍ତା ଉପରେ ଦିନଦ୍ଵିପହରେ ଚାଲିଛି ନିଶା ସେବନ। ଭିଡିଓ ହେଲା ଭାଇରାଲ। ନା ଅଛି ପୋଲିସକୁ ଭୟ ନା ଅଛି କାହାକୁ ଖାତିର। ଭିଡିଓରେ ୫ରୁ ଉର୍ଦ୍ଧ ଯୁବକ ରାଜରାସ୍ତା ଉପରେ ଦିନ ଦିନଦ୍ଵିପହରେ ବସି ବାଉନସୁଗାର ଭଳି ନିଶା ସେବନ କରୁଥିବାର ଦେଖାଯାଉଛି ।
#Khurdha #jatani #viralvideo #drugs #brownsugar #Odisha #ArgusNews