କୁକୁଡା ପରେ ବତକ ଚାଷ ପାଇଁ ବଢୁଛି ଆଗ୍ରହ। ତେବେ କେମିତି କରିବେ ଚାଷ ଓ ଏଥିପାଇଁ କଣ ଦରକାର, ସେ ବିଷୟରେ ଚାଷୀଙ୍କୁ ପ୍ରଶିକ୍ଷଣ ଦେଉଛି କେନ୍ଦ୍ର ସରକାରଙ୍କ ସଂସ୍ଥା ଭାରତୀୟ କୃଷି ବିଜ୍ଞାନ ପରିଷଦ ଡିପିଆରର ଆଂଚଳିକ ଶାଖା । ଯେଉଁଠି ଗବେଷଣା ସହ ବତକଙ୍କ ପ୍ରଜନନ ଆଦି ସବୁ ବିଷୟରେ ଚାଷୀଙ୍କୁ କହିଥାନ୍ତି ବୈଜ୍ଞାନିକ।
#duckfarming #training #AgriculturalSciences #Odisha #ArgusNews