#ରାଜ୍ୟରେ_ସ୍ବାସ୍ଥ୍ୟ_ସେବାର_ବିକଳ_ଚିତ୍ର
#ଜନସଂଖ୍ୟା_ଅନୁପାତରେ_ନାହାଁନ୍ତି_ଡାକ୍ତର
ଖାଲି ଡାକ୍ତରଖାନା।...ରାଜ୍ୟରେ ଡାକ୍ତର ମରୁଡି ଯୋଗୁଁ ଏମିତି ଚାଲିଛି ସ୍ବାସ୍ଥ୍ୟସେବା । ଇଏ ହେଉଛି ବଲାଙ୍ଗିର ଜିଲ୍ଲାର ତୁରେକେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର । ଏହା ଉପରେ ୧୯ ଗୋଟି ପଞ୍ଚାୟତର ଲୋକେ ନିର୍ଭରଶୀଳ। କିନ୍ତୁ ଏଠାରେ ଡାକ୍ତରଙ୍କ ଅଭାବ
#Jharsuguda #DoctorProblem #Hospital #ArgusNews