ଶେଷ ହୋଇଛି ଜଗତ ଜନନୀଙ୍କ ଦଶହରା ପୂଜା । ଆଜି ଧରାପୃଷ୍ଠରୁ ମେଲାଣି ନେବେ ମା ଦୁର୍ଗା । ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ବିସର୍ଜନ ପାଇଁ ବ୍ୟାପକ ପ୍ରସ୍ତୁତି । ଭଷାଣି ପାଇଁ ଟ୍ବିନ୍ ସିଟିରେ ସ୍ବତନ୍ତ୍ର ରୁଟ୍ ଲାଇନ ବ୍ୟବସ୍ଥା ।
#durgapuja2022 #dussehra #Bhasani #preparations #TwinCity #Odisha #ArgusNews