ଭତ୍ତା ନପାଇ ଉପାବାସ ରହୁଛନ୍ତି ଦିବ୍ୟାଙ୍ଗ ଦୁର୍ଯ୍ୟୋଧନ !
ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଦୌଡିଦୌଡି ନୟାନ୍ତ । ପରଦୁଆରେ ହାତ ପାତୁଛି ଦୁର୍ଯ୍ୟୋଧନ । ଦୁନିଆଁ ଦେଖି ପାରୁନଥିବା ଦୁର୍ଯ୍ୟୋଧନ ଉପରେ କେବେ ପଡିବ ସରକାରଙ୍କ ନଜର
#ArgusNews #Duryadhana #Pension #NeedHelp #OdishaGovt #Odisha