#ମାଟି_ଦୀପର_ଚାହିଦା_କମୁଥିବାରୁ_କୁମ୍ଭାର_ପରିବାରଙ୍କ_ଜୀବନ_ଜୀବିକା_ସଂକଟରେ
କୋରାପୁଟ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା । ଆଧୁନିକ ଯୁଗରେ ଲୋକଙ୍କ ରୁଚି ବଦଳିବା ସହ ସାମାଜିକ ଜୀବନ ସହ ସମ୍ପୃକ୍ତ ରହିଥିବା ସାମଗ୍ରୀ ଧୀରେ ଧୀରେ ହଜିବାକୁ ବସିଲାଣି ।
#lamps #earthenlamps #occasions #Diwali #festival #Koraput #Odisha #ArgusNews