#ଅଣ୍ଡାଦିଆ_କୁକୁଡ଼ା_ପାଳନରୁ_ସ୍ୱାବଲମ୍ବୀ
ଅଣ୍ଡାଦିଆ କୁକୁଡ଼ା ଚାଷ ଲାଭଦାୟୀ ବୋଲି ୟୁଟ୍ୟୁବରୁ ଜାଣିବା ପରେ ଏଭଳି ଚାଷ ଆରମ୍ଭ କରିଛନ୍ତି ରାୟଗଡା ଜିଲ୍ଲା ଗୁଣୁପୁର ବ୍ଳକ ଭୁଲୁଶୁଣ୍ଢା ଗ୍ରାମର ସନ୍ତୋଷ କୁମାର ନାଲା । ସନ୍ତୋଷ ଆନ୍ଧ୍ରପ୍ରଦେଶରୁ କୁକୁଡ଼ା ଚିଆଁ ଆଣି ଗାଁରେ କରିଛନ୍ତି ଲେୟର ଫାର୍ମ ।ଏବେ ତାଙ୍କ ଫାର୍ମରୁ ଦୈନିକ ହଜାରେ ଅଣ୍ଡା ଉତ୍ପାଦନ ତାଙ୍କୁ ଅତିରିକ୍ତ ଆୟ ଦେବା ସହିତ ଅନ୍ୟ ଦୁଇଜଣଙ୍କୁ ଦେଇଛି ନିଯୁକ୍ତି ।
#Rayagada #Gunupur #Poultryfarming #odisha #ArgusNews