ସାଇକେଲ ଚାଳିକା ସ୍ଵାସ୍ତି ସିଂଙ୍କୁ ମିଳିଛି 30 ତମ ଏକଲବ୍ୟ ପୁରସ୍କାର । ଇମ୍ଫା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରାଜଧାନୀର ଘରୋଇ ହୋଟେଲରେ ଏହା ପ୍ରଦାନ କରାଯାଇଛି । ସେହିପରି ଅନ୍ୟ ଦୁଇ ଜଣ ତାରକା ଖେଳାଳିଙ୍କୁ ମଧ୍ୟ ସମ୍ମାନ ଜନକ ପୁରସ୍କାର ରାଶି ପ୍ରଦାନ କରାଯାଇଛି ।
#ArgusNews #EkalavyaAward #athletes #sports #cyclist #Odisha