#ସ୍ୱାସ୍ଥ୍ୟମନ୍ତ୍ରୀ_ନବ_ଦାସଙ୍କୁ_କଳା_ପତାକା_ପ୍ରଦର୍ଶନ
ନିଜ ଜିଲ୍ଲା ଝାରସୁଗୁଡାରେ ବିରୋଧର ସମ୍ମୁଖୀନ ହୋଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଆଜି ବେଲପାହାଡ଼ ପୌର ପରିଷଦ ଅନ୍ତର୍ଗତ ଗୁମାଡେରାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ କଳା ପତାକା ପ୍ରଦର୍ଶନ କଲେ କଂଗ୍ରେସ କର୍ମୀମାନେ ।
#elewction2022 #HealthMinister #blackflag #Jharsuguda #PanchayatElection #OdishaElection #CongressWorker #odisha #argusnews