#ପୌର_ନିର୍ବାଚନ_ପାଇଁ_ରାଜଧାନୀରେ_ବଢ଼ୁଛି_ହିଂସା
ଆକ୍ରମଣ ହୋଇଛି ବିଜେପି କର୍ମୀଙ୍କୁ, ଗିରଫ ବି ହୋଇଛନ୍ତି ବିଜେପି କର୍ମୀ । ଯାହାକୁ ନେଇ ଗତକାଲି ରାତିରେ ଲକ୍ଷ୍ମୀସଗାର ଥାନା ସମ୍ମୁଖରେ ବିଜେପି ପକ୍ଷରୁ ଧାରଣା ଦିଆଯାଇଥିଲା । ରାକେଶ ଜେନାଙ୍କୁ ଛାଡ଼ିବା ସହ ଅଭିଯୁକ୍ତ ବିଜେଡି କର୍ମୀଙ୍କୁଗ ଗିରଫ କରିବାକୁ ଦାବି କରିଛନ୍ତି ବିଜେପି କର୍ମୀ ।
#Election2022 #Bhubaneswar #Arrest #Attack #protest #capital #Odisha #ArgusNews