#କେନ୍ଦ୍ରୀୟ_ନେତାଙ୍କ_ଘନଘନ_ଗସ୍ତ
#ବିଜେଡି_ନେତା_ଅସ୍ତବ୍ୟସ୍ତ
ବାଲେଶ୍ବର ଆସିଥିଲେ କେନ୍ଦ୍ରମନ୍ତ୍ରୀ ରୁପାଲା । ଯାଜପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା । ବିଜେପିର ମିଶନ ଓଡ଼ିଶା । ଲୋକସଭା ନିର୍ବାଚନରେ ଅଧିକ ଆସନ ହାତେଇବା ପାଇଁ ଗ୍ରାଉଣ୍ଡ ଜିରୋରେ କସରତ । ଓଡ଼ିଶାକୁ ଘନଘନ ଗସ୍ତ, ଲୋକସଭା ପ୍ରବାସ ଯୋଜନାରେ ସଂସଦୀୟ କ୍ଷେତ୍ର ଗୁଡ଼ିକୁ ସ୍ବତନ୍ତ୍ର ଫୋକସ ଦେଉଛନ୍ତି କେନ୍ଦୀୟ ନେତା ।
#ArgusNews #Election2024 #MissionOdisha #balasore #Jajpur #preparation #politics #Odisha #BJP #BJD #Congress