ଝାରସୁଗୁଡ଼ାରେ ଇଲେକ୍ସନ ତାତି। ବାଇଇଲେକ୍ସନ ପୂର୍ବରୁ ବିଜେଡି ଓ ବିଜେପି କରୁଛନ୍ତି ଶକ୍ତି ପ୍ରଦର୍ଶନ । ସମବେଦନାକୁ ପାଥେୟ କରିଛନ୍ତି ଦୀପାଲି । ସେପଟେ ଜନଅସନ୍ତୋଷକୁ ନିର୍ବାଚନ ହତିଆର କରିବା ଲକ୍ଷ୍ୟରେ ବିଜେପିର ଆଶାୟୀ ଟଙ୍କଧର ତ୍ରିପାଠୀ ।
#ArgusNews #BJD #BJP #ByElection #Jharsuguda #Odisha