ଏଥି ପାଇଁ ଭୁବନେଶ୍ବର ରେ 67 ୱାର୍ଡ ରେ 705 ଟି ବୁଥ କରାଯାଇଛି। 5 ଟି ପିଙ୍କ ବୁଥ 5 ଟି ମଡେଲ ବୁଥ କରାଯାଇଛି । 381 ଟି ସେନସିଟିଭ ବୁଥ ରହିଛି। ପ୍ରତି ବୁଥ ପାଇଁ ଜଣେ ପ୍ରିଜାଇଡିଂ ଅଫିସରଙ୍କ ସହ 4 ଜଣ ପୁଲିଂ ଅଫିସର ଏବଂ ଜଣେ ପୁଲିସ ରହିଛନ୍ତି
#Bhubaneswar #MunicpalityElection2022 #PinkBooth #ModelBooth #Voteing #Odisha #ArgusNews