ସୁନ୍ଦରଗଡନେ ମଚେଇଛନ୍ ହାତୀ ଉତ୍ପାତ୍ । ହପ୍ତେକ୍ ଭିତରେ ଗଲାନ ଦୁଇ ଜୀବନ୍ । ଫି ଦିନ୍ 35 ନୁ 40 ହାତୀ ଘରଦ୍ବାର ଆର୍ ଫସଲ ନଷ୍ଟ କରୁଥିବାର୍ ଅଭିଯୋଗ୍ । ସୁରକ୍ଷା ଦାବି ନେଇକିନା ରେଞ୍ଜରକୁଁ ଭେଟଲେ ଗାଁର୍ ଲୁକେ ।
#elephant #Sundergarh #elephantattack #cropsdestroyed #Odisha #ArgusNews