ରାଜ୍ୟରେ ହାତୀ ବଂଶ ପ୍ରତି ଦେଖା ଦେଇଛି ବିପଦ । ହାତୀ ଶିକାର ରୋକିବାର ବନବିଭାଗ ବିଫଳ ହୋଇଥିବା ବେଳେ ୫ ମାସରେ ମଲେଣି ୩୭ ହାତୀ । ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ବି ନାହିଁ ତତ୍ପରତା । ସେପଟେ ହାତୀ ମୃତ୍ୟୁ ରୋକିବା ପାଇଁ ସରକାର ଗଠନ କରିଥିବା ଜଏଣ୍ଟ ଟାସ୍କ ଫୋର୍ସରେ ସରକାରୀ ଅଧିକାରୀ ଓ କର୍ମଚାରୀ ଥିବାରୁ ତଦନ୍ତ ବାଟବଣା ହେବ ବୋଲି ଆଶଙ୍କା କରିଛନ୍ତି ବଣ୍ୟପ୍ରାଣୀ ବିଶେଷଜ୍ଞ ।
#ArgusNews #ElephantDeath #ForestDepartment #Odisha