ପଦାକୁ ଆସିବ ତ ହାତୀ ମୃତ୍ୟୁ ର ରହସ୍ୟ ?
ସତ ଜାଣିବା ପାଇଁ ହେଲା ସତ ମିଛ ର ପରୀକ୍ଷ। ହାତୀ ମାରିବା ବେଳକୁ ବି ସେ ଥିଲେ , ହାତୀ ପୋତା ହେବା ବେଳକୁ ବି ସେଥିଲେ। ଏ ହେଉଛନ୍ତି ଆଠଗଡ ବନଖଣ୍ଡର ଫରେଷ୍ଟର ପ୍ରଦୀପ ପରିଡା ଯାହାଙ୍କୁ ମାଟିତଳୁ ହାତୀ କଙ୍କାଳ ଉଦ୍ଧାର ହେବା ଘଟଣାରେ ଗିରଫ କରିଛି ବନ ବିଭାଗ।
#elephantdeath #elephantskeleton #liedetectiontest #forester #allegations #arrested #ArgusNews