#ରାଜ୍ୟରେ_ବେଧଡ଼କ_ବେଲଗାମ_ହାତୀମୃତ୍ୟୁ
#ହାତୀମୃତ୍ୟୁକୁ_ନେଇ_କେନ୍ଦ୍ରମନ୍ତ୍ରୀ_ଧର୍ମେନ୍ଦ୍ର_ପ୍ରଧାନଙ୍କ_ଉଦବେଗ
ଦଶନ୍ଧିରେ ୭୮୪ ଗଜରାଜଙ୍କ ମୃତ୍ୟୁ । ହାତୀ-ମଣିଷ ସଂଘର୍ଷର ଆହ୍ବାନ ମଧ୍ୟରେ ଉଦବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
#ArgusNews #Elephant #DeathIssue #OdishaGovt #Odisha