ହାତୀ ହତ୍ୟା ଅଭିଯୁକ୍ତ ମୃତ । ବଡମ୍ବା ରେଞ୍ଜରେ ଜଣେ ଅଭିଯୁକ୍ତର ମୃତ୍ୟୁ । ଅଭିଯୁକ୍ତକୁ ପଚରାଉଚରା କରୁଥିଲା ବଡମ୍ବା ରେଞ୍ଜ୍ । ଆଠଗଡ଼ ଥାନାରେ ବଡମ୍ବା ରେଞ୍ଜରଙ୍କ ସମେତ 2 ACF ଓ 6ରୁ 7 ଜଣ ବନ କର୍ମଚାରୀ ଅଟକ । ସେପଟେ ମୃତକଙ୍କ ଗାଁ ସାତଗୋଛିଆରେ ରାସ୍ତା ରୋକ ।
#ArgusNews #elephantkiller #accuseddead #Cuttack #Athagarh #Odisha