ବନବିଭାଗ ହେପାଜତରେ ଅଭିଯୁକ୍ତଙ୍କ ସନ୍ଦେହ ଜନକ ମୃତ୍ୟୁ। ହାତୀ ହତ୍ୟା ସନ୍ଦେହରେ ବଡମ୍ବା ରେଞ୍ଜରେ ପଚରାଉଚରା ବେଳେ ଜଣେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବଡମ୍ବା ଥାନା କୁଣ୍ଟାକଟା ନିକଟ ସାତଗୋଛିଆ ଗାଁର ୫୯ ବର୍ଷିୟ ଧନେଶ୍ବର ବେହେରା ।
#ArgusNews #elephantkiller #accuseddead #Cuttack #Athagarh #Odisha